Aeroplane ରୁ ବାହାରକୁ ଯାଇ ସେଲ୍ଫି ନେବା ପଡିଲା ମହଙ୍ଗା, ଏହା ପରେ ଯାହା ହେଲା….

ତେବେ ଆପଣ ଆଜିକାଲି ଦେଖୁଥିବେ ସେଲ୍ଫି ନେବା ଲୋକଙ୍କ ର ଏକ ସଉକ ହେଇଗଲାଣି I ତେବେ ପୂର୍ବ ସମୟ ରେ ଲୋକେ ଏପରି ସଉକ ରଖୁ ନ ଥିଲେ I ତେବେ ଆଜି ଆମେ ଯେଉଁ ବ୍ୟକ୍ତି ଙ୍କ ସମ୍ପର୍କ ରେ ଆପଣ ଙ୍କୁ ଜଣାଇବାକୁ ଯାଉଛୁ ତାଙ୍କ ର ହରକତ ଆପଣ ଙ୍କୁ ବି ଆଶ୍ଚଯ୍ୟ ରେ ପକାଇଥାଏ I ଯେତେବେଠାରୁ ସ୍ମାର୍ଟଫୋନ ରେ ଫ୍ରଣ୍ଟ କ୍ୟାମେରା ବାହାରିଛି ସେବେଠାରୁ ଲୋକଙ୍କ ର ସେଲ୍ଫି ନେବାର ଅଗ୍ରହ ବଢ଼ିବାରେ ଲାଗିଛି I

ବିଗତ ଦିନ ରେ ଜଣେ ବ୍ୟକ୍ତି ଙ୍କ ସେଲ୍ଫି ନେବାର ଏହି ଭିଡ଼ିଓ ଲୋକଙ୍କୁ ଆଶ୍ଚଯ୍ୟ ରେ ପକାଇଛନ୍ତି I ଏହି ଭିଡ଼ିଓ କୁ ଆଜି ପର୍ଯ୍ୟନ୍ତ କୋଟି କୋଟି ଲୋକେ ଦେଖି ସାରିଲେଣି I ତେବେ କିଏ ଏହି ବ୍ୟକ୍ତି, ତେବେ ଦେଖିବାକୁ ଗଲେ ଏହି ବ୍ୟକ୍ତି ପ୍ଲେନ ରୁ ବାହାରରକୁ ଆସି ନିଜ ର ସେଲ୍ଫି ନେଉଛନ୍ତି I

ତେବେ ଏହି ପ୍ଲେନ ରୁ ଯେଉଁ ବ୍ୟକ୍ତି ବାହାର କୁ ଆସି ନିଜ ର ସେଲ୍ଫି ନେଉଛି ତାର ନେମ ହେଉଛି ସେଣ୍ଟେନ I ତେବେ ଏହି ଭିଡିଓ ର ଯେତେବେଳେ ସତ୍ୟତା ଅନୁଧ୍ୟାନ କରାଯାଇଥିଲା ତ ଜଣାଯାଇଥିଲା କି ଏହି ଭିଡ଼ିଓ ଟି ଫେକ ଅଟେ I ଏହି ଭିଡିଓ ସେହି ବ୍ୟକ୍ତି ଖୋଲା ଆକାଶ ରେ ଏହି ସେଲ୍ଫି ନେଇଥିଲେ ଏବଂ ଏଡିଟିଂ କରାଯାଇଛି I