ଏବେ ଏବେ ପୁଣିଥରେ Anubhav Mohantyଙ୍କ ପରିବାର ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ତାଙ୍କ ବାପାଙ୍କୁ ନେଇ ଆସିଲା ବଡ ଖବର

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ତଥା ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ କଥା ଏବେ ରାଜ୍ୟରେ ଉଠୁଛି ପଡୁଛି ଏଥିରେ ଆସିଛି ଅନୁଭବ ବାପା ଅଭୟ ମହାନ୍ତି ଙ୍କ ନାଁ ରେ ସାଙ୍ଘାତିକ ଅଭିଯୋଗ | ଚନ୍ଦନ ପୁର କଲେଜ ରେ ପାଠ ପଢ଼ଉଥିବା ବେଳେ ସିନିଅର ଅଧ୍ୟାପକ୍ଷରୁ ଲିଡର କୁ ପ୍ରଧନୀତି ହୋଇଥିଲେ ନିଜର ଜାଲ ସାର୍ଟିଫିକେଟ ଦେଖେଇ ତେବେ ବନ୍ଧୁଗଣ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା |


କେନ୍ଦ୍ରାପଡା ସାଂସଦ ତଥା ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ବାପା ହେଉଛନ୍ତି ଅଭୟ ମହାନ୍ତି ଆଗରୁ କନ୍ଦର ପୁର କଲେଜ ରେ ପାଠ ପଢ଼ାଉଥିଲେ ତେବେ କନ୍ଦର ପୁତ୍ର କଲେଜ ରେ ସିନିଅର ଅଧ୍ୟାପକରୁ ଲିଡର ସକୁସ ପଦ ଉନ୍ନତି କରିବା ପାଇଁ ଜାଲ ସାଟିଫିକେଟ ଦେଇ ପଦ ଉନ୍ନତ କରାଇଥିଲେ ଯାହା ଦ୍ୱାରା କି ଉଚ୍ଚ ଶିକ୍ଷା ବିଭାଗ ତାଙ୍କ ପେନସନ କୁ ଆଜି ଖାରଜ କରିଛନ୍ତି ତାଙ୍କ ପେନସନ ବନ୍ଦ କରି ଦେଇଛି | ଅଭୟ ମହାନ୍ତି ଙ୍କ ସାଟିଫିକେଟ ଜାଲିଆତି ହୋଇଥିବାରୁ ସେଥିଲାଗି ପେନସନ କୁ ବନ୍ଦ କରିଦେଇଥିବାର ଉଚ୍ଚଶିକ୍ଷା ବିଭାଗ ଦର୍ଶାଇଛି |


2021 ଏପ୍ରିଲ 7 ତାରିଖରେ ଅନୁଭବ ଙ୍କ ବାପାଙ୍କ ନାମରେ ଜାଲି ସାଟିଫିକେଟ ର ଆରପ ଲାଗିଥିଲା ଯାହାକୁ ଗ୍ରହଣ କରିଥିଲେ ହାଇ କୋଟ ଏ ନେଇ ହାଇ କୋଟ ର ଦ୍ୱାରସ୍ତ ହୋଇଥିଲେ ଓ ଲିଡର ର ସମସ୍ତ ପେନସନ ଯୋଗାଇ ଦେବାକୁ ଅନୁଭବ ଙ୍କ ବାପା ଅଭୟ ମହାନ୍ତି ଅଭିଯୋଗ ଆଣିଥିଲେ ଏବଂ ଓ ଏହା ପରେ ପରେ ଯାଞ୍ଚ ଆରମ୍ଭ ହୋଇଯାଇଥିଲା |


1997 ଜାନୁଆରୀ 2 ରେ କନ୍ଦର ପୁର କଲେଜ ରେ ତାଙ୍କର ଲିଡର ପାଇଁ ପଦ ଉନ୍ନତି କରାଯାଇଥିଲା କିନ୍ତୁ ଜାଲ ସାଟିଫିକେଟ ଦେଇଥିବାରୁ ଉଚ୍ଚଶିକ୍ଷା ବିଭାଗ ତାଙ୍କ ପଦ ଉନ୍ନତି କୁ ଖାରଜ କରିବା ସହିତ ତାଙ୍କର ସବୁ ପେନସନ ବ୍ୟବସ୍ଥା କୁ ବନ୍ଦ କରି ଦେଇଛି ତେବେ ସୂଚନା ଯୋଗ୍ୟ ଯେ କନ୍ଦର ପୁର କଲେଜ ରେ ଇଂରାଜୀ ଶିକ୍ଷକ ଥିଲେ ଅଭୟ ମହାନ୍ତି ତେବେ ଆଜି ତାଙ୍କର ଏହି ସାଙ୍ଘାତିକ ମିଥ୍ୟା ଓ ଜାଲିଆତି କୁ ଧରି ପକାଇଛି ଉଚ୍ଚଶିକ୍ଷା ବିଭାଗ ଓ ଏପରି କିଛି ନିଷ୍ପତି ନେଇଛି ଉଚ୍ଚ ଶିକ୍ଷା ବିଭାଗ ଏବେ ମଧ୍ୟ ଅନୁଭବ ଙ୍କ ନାମରେ ଜାଲିଆତି ସାଟିଫିକେଟ ଅଛି ବୋଲି ଅଭିଯୋଗ ଆସିଛି ଓ ସ୍ତ୍ରୀ ବର୍ଷା ଙ୍କୁ ନେଇ ମଧ୍ୟ ଅଭିଯୋଗ ଜାରି ରହିଛି |