ଶେଷରେ ମୁଁହ ଖୋଲିଲେ ବର୍ଷା… କାହିଁକି Babushan ଙ୍କ ସହ କରି ନଥିଲେ ଗୋଟିଏ ବି ଫିଲ୍ମରେ କାମ… ସତ ଆସିଲା ପଦାକୁ

ନମସ୍କାର ଦର୍ଶକବନ୍ଧୁ ଏତେ ଦିନ ପରେ ସାମ୍ନାକୁ ଆସିଲେ ଆଉ ରହସ୍ୟ ଖୋଲିରେ ବର୍ଷା ପ୍ରିୟଦର୍ଶିନୀ। କାହିଁକି ସେ ବାବୁଶାନ୍ ମହାନ୍ତିଙ୍କ ସହ ଫିଲ୍ମ କରିନଥିଲେ ଏହାର ବଡ ଖୁଲସା କରିଛନ୍ତି। ଅନୁଭବ ଏବଂ ବାବୁଶାନ୍ ଦୁହେଁ ପ୍ରତିଦ୍ବନ୍ଦୀ ଥିଲେ। ଦୁହିଁଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା, ଗୋଟିଏ ଦିନରେ ଦୁହିଁଙ୍କ ଫିଲ୍ମ ରିଲିଜ୍ ହୋଇଥିଲା। ବର୍ତ୍ତମାନ ଅନୁଭବ ଓ ବର୍ଷା ଚର୍ଚ୍ଚାରେ ରହିଛନ୍ତି ତାଙ୍କ ବିବାଦକୁ ନେଇ। ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି ଅନୁଭବ ମହାନ୍ତି ତାଙ୍କୁ ସବୁବେଳେ ଅନ୍ୟ ହିରୋ ମାନଙ୍କ ସହ କାମ କରିବାକୁ ବାରଣ କରୁଥିଲେ।

ଆପଣମାନେ ଜାଣିଥିବେ ବର୍ଷା ପ୍ରିୟଦର୍ଶିନୀ ପ୍ରାୟ ଅନୁଭବ ମହାନ୍ତିଙ୍କ ସହ ଫିଲ୍ମ କରନ୍ତି। ଏବଂ ଯେବେଠାରୁ ସେ ୨୦୧୪ ରେ ସେ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ ସେହି ପରଠାରୁ ସେ ଅନୁଭବ ମହାନ୍ତିଙ୍କ ଛଡା ଅନ୍ୟ କାହା ସହ ଫିଲ୍ମ କରିନାହାଁନ୍ତି। କଣ ଏଥିପାଇଁ ଅନୁଭବ ମହାନ୍ତି ବର୍ଷାଙ୍କ ଉପରେ ପକାଇଥିଲେ ଚାପ। ଯଦି ବର୍ଷା ପ୍ରିୟଦର୍ଶିନୀ ବିବାହ କରିବା ପରେ ଅରିନ୍ଦମଙ୍କ ସହ ଗୋଟିଏ ଫିଲ୍ମରେ ଅଭିନୟ କରିଥିଲେ, ତେବେ ବାବୁଶାନ୍ ଙ୍କ ସହ କଣ ପାଇଁ ଗୋଟିଏ ଫିଲ୍ମରେ ଅଭିନୟ କରିନଥିଲେ।

ଏହା ପଛରେ ଥିଲା ଏକ ବଡ କାରଣ। ସେମିତିରେ ତାଙ୍କର ଅନ୍ୟ ହିରୋମାନଙ୍କ ସହ ଅଭିନୟ କରିବାପାଇଁ ବୋହୁତ ଇଚ୍ଛା ଥିଲା। ଆପଣମାନେ ତ ଜାଣିଥିବା ଓଡ଼ିଆ ଫିଲ୍ମରେ ବର୍ଷା ପ୍ରିୟଦର୍ଶିନୀ ବାବୁଶାନ୍ ଙ୍କ ସହ ଗୋଟିଏ ଫିଲ୍ମରେ ଅଭିନୟ କରି ନାହାଁନ୍ତି। ଏବଂ ଏହା ପଛରେ ଅନୁଭବ ମହାନ୍ତି ହିଁ କାରଣ ରହିଥିଲେ। ସେ ବର୍ଷାଙ୍କ ଅନ୍ୟ କୋଉ ହିରୋଙ୍କ ଅଭିନୟ କରିବାକୁ ମାନା କରିଦେଇଥିଲେ। କିଛି ବର୍ଷ ପୂର୍ବେ ଏମିତି ହୋଇଥିଲା ଜଣେ ପ୍ରଯୋଜକ ବାବୁଶାନ୍ ଏବଂ ବର୍ଷାଙ୍କ ନେଇ ଫିଲ୍ମ କରିବା ପାଇଁ ଇଚ୍ଛା କରିଥିବା ବେଳେ ସେମାନେ ଦୁହେଁ ରାଜି ହୋଇଥିଲେ। ଶେଷ ସମୟରେ ଅନୁଭବ ବର୍ଷାଙ୍କୁ ବାବୁଶାନ୍ ଙ୍କ ସହ ଫିଲ୍ମ କରିବାପାଇଁ ମାନା କରିଦେଇଥିଲେ। ତେଣୁ ବର୍ଷା ପ୍ରିୟଦର୍ଶିନୀ ବାଧ୍ୟହୋଇ ଏହି ଫିଲ୍ମକୁ ଛାଡି ଦେଇଥିଲେ।


ବର୍ଷା କହିଛନ୍ତି ପ୍ରେମ ବାହାନାରେ ଅନୁଭବ ତାଙ୍କୁ ଡରାଇ ରଖୁଥିଲେ। କାଳେ ଆଉ କୋଉ ହିରୋ ବର୍ଷାଙ୍କୁ ପଟେଇ ନେବେ ଅନୁଭବ ମହାନ୍ତି ଡରୁଥିଲେ। ସେ କିଛି ଫିଲ୍ମରେ ତାଙ୍କ ସହ ଅଭିନୟ କରିବାପାଇଁ ବର୍ଷାଙ୍କୁ ବାଧ୍ୟ କରିଥିଲେ। ତାପରେ ବର୍ଷାଙ୍କ କ୍ୟାରିଅର ବର୍ବାଦ କରିଦେଇଥିଲେ ଅନୁଭବ। କହିଥିଲେ କି ବର୍ଷା ପ୍ରିୟଦର୍ଶିନୀ ଯେଉଁ ଫିଲ୍ମରେ ଯାଉଛନ୍ତି ସେହି ଫିଲ୍ମ ଫ୍ଲପ୍ ହେଉଛି। ଆଉ ବର୍ଷାଙ୍କୁ ନେଇନଥିଲେ ଅନୁଭବ


ଆହୁରି ମଧ୍ୟ ବର୍ଷା କହିଥିଲେ ଅନୁଭବ ତାଙ୍କ ସହ ସବୁବେଳେ ବିଶ୍ୱାସ ଘାତକତା କରୁଥିଲେ। ବର୍ଷା ପୂର୍ବରୁ ବିବାହ ବିଚ୍ଛେଦ ବାବଦରେ ସିଧାସଳଖ ଅନୁଭବଙ୍କ କହିଥିଲେ ଯଦି ଅନୁଭବ ଦୂରେଇ ଯିବାକୁ ଚାହୁଛନ୍ତି ତେବେ ତାଙ୍କ ପାଖକୁ ଆସି ତାଙ୍କ ସହ ଆଲୋଚନା କରିବାକୁ ସେ କହିଥିଲେ। ହେଲେ ମୋ ଠାରୁ ଦୂରେଇ ରହି ମିଥ୍ୟା ପ୍ରଚାର କରିଲେ ଏହା ଫାଇଦା ହେବ ନାହିଁ ବୋଲି ବର୍ଷା ପ୍ରିୟଦର୍ଶିନୀ କହିଥିଲେ। ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ଉଠୁଥିବା ଝଡ ସାମାଜିକ, ରାଜନୈତିକ ଏବଂ ଓଲିଉଡକୁ ବେଶ୍ ପ୍ରଭାବିତ କରିଛି। ଆଗକୁ କଣ ହେବ ତାହା ଉପରେ ରହିଛି ସମସ୍ତଙ୍କ ନଜର।

ଆହୁରି ମଧ୍ୟ ବର୍ଷା କହିଥିଲେ ଜୀବନ ବାବଦରେ ଅନୁଭବ ଏକା ନିଷ୍ପତି ନେଇ ପାରିବେ ନାହିଁ ବୋଲି ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି। ଯେବେ ଚାହିଁବ ବାହା ହେବ ଯେବେ ଚାହିଁବା ଘରୁ ବାହାର କରିଦେବ ମୋ ଜୀବନକୁ ତମେ ନାର୍କରେ ପରିଣତ କରିଦେଇଛି। ସବୁକିଛି ସହିବା ପରେ ମଧ୍ୟ ଅନେକ ଅପମାନ ଲାଞ୍ଛନା ଅନୁଭବ ବର୍ଷାଙ୍କୁ ଦେଇଥିଲେ। ବର୍ଷା କହିଛନ୍ତି ଆମ ସଂପର୍କକୁ ବଞ୍ଚାଇବା ପାଇଁ ମୁଁ ଏତେଦିନ ଚୁପ୍ ରହିଥିଲି କିନ୍ତୁ ଲକ୍ ଡାଉନ୍ ରେ ମୋର ସହିବା ଶକ୍ତି ଅଧିକ ହୋଇଯିବାରୁ ମୁଁ ଶେଷରେ ବାଧ୍ୟ ହୋଇ କୋର୍ଟକୁ ଗଲି ବୋଲି ବର୍ଷା ପ୍ରିୟଦର୍ଶିନୀ କହିଛନ୍ତି।