ଭାରତର ଏପରି ୪ଗୋଟି ସ୍ଥାନ ଯେଉଁଠାରେ ଭୁତ ମାନେ କରିଛନ୍ତି ଘର, ପ୍ରଥମ ସ୍ଥାନର ନାଁ ଶୁଣିଲେ ବିଶ୍ଵାସ କରିପାରିବେ ନାହିଁ !

ଭାରତ ଦକ୍ଷିଣ ଏସୀୟ ର ଏକ ଉପମହାଦୀପ ଅଟେ I ଏହା ପୃଥିବୀ ର ଉତ୍ତାରି ଗୋଲାର୍ଧ୍ୱ ରେ ରହିଛି I ଭାରତ ର ଭୌଗଳିକ ଦୃଷ୍ଟି ରୁ ବିଶ୍ୱ ରେ ସପ୍ତମ ବଡ଼ ଦେଶ ଅଟେ I 1.ରୁଷ , 2.କାନାଡ଼ା , 3.ଚୀନ , 4.ଆମେରିକା , 5.ବ୍ରାଜିଲ , 6.ଅଷ୍ଟ୍ରେଲିଆ , 7.ଭାରତ I ଜନସଂଖ୍ୟା ଦୃଷ୍ଟି ରୁ ଭାରତ ଦ୍ୱିତୀୟ ସ୍ଥାନ ରେ ରହିଛି I ଭାରତ ର ହିନ୍ଦ ମହାସାଗର ଦକ୍ଷିଣ ପଶ୍ଚିମ ରେ ମାଳଦୀପ , ଦକ୍ଷିଣ ରେ ଶ୍ରୀ ଲଙ୍କା ଓ ଦକ୍ଷିଣ ପୂର୍ବ ରେ ଇଣ୍ଡୋନେସିଆ ରହିଛି I ଭାରତ ର ପଶ୍ଚିମ ରେ ପାକିସ୍ତାନ , ଉତ୍ତର ପୂର୍ବ ରେ ଚୀନ ରହିଛି I ଭାରତ ର ଉତ୍ତର ରେ ହିମାଳୟ ପର୍ବତମାଳା ମଧ୍ୟ ରହିଛି I ପଶ୍ଚିମ ରେ ଆରବ ସାଗର ଲାଗି ରହିଛି I ତେବେ ଆଜି ଆମେ ଭାରତ ର କିଛି ପ୍ରାଚୀନ ସ୍ଥାନ ବିଷୟ ରେ ଆଲୋଚନା କରିବା ଯେଉଁଠାରେ ଭୁତ ରହିବା ର ଆଶଙ୍କା କୁ ସରକାର ମଧ୍ୟ ମୋହର ମାରିଛନ୍ତି I

4.ଭାନୁଗଡ଼ ରାଜପ୍ରାସାଦ , ରାଜସ୍ତାନ

ରାଜସ୍ତାନ ରେ ଥିବା ଭଉଁଗଡ଼ ରାଜପ୍ରାସାଦ ର ଭଗ୍ନାବଶେଷ ଆଜି ମଧ୍ୟ ରହିଛି I ସେହି ଅଞ୍ଚଳବାସୀ ଙ୍କ ର ମାନ୍ୟତା ଅନୁସାରେ ରାତି ରେ ସେଠାରେ ଭୁତ ରହିଥାନ୍ତି I 16 ବିନ୍ସ ଶତାବ୍ଦୀ ରେ ସେଠାରେ ଏକ ଯାଦୁଗର ରହୁଥିଲା ଯିଏ କି ଭାନୁଗାଡ଼ ର ରାଜକୁମାରୀ ଙ୍କୁ ପ୍ରେମ କରୁଥିଲା I ଯାଦୁଗର ର ଅଚାନକ ମୃତ୍ୟୁ ହେଇଯାଇଥିଲା ଏବଂ ସେ ଏହି ରାଜପ୍ରାସାଦ କୁ ଅଭିଶାପ ଦେଇଯାଇଥିଲା I

3.ଧାନୁଶକୋଡ଼ି , ରାମେଶ୍ୱରମ

ଭାରତ ଓ ଶ୍ରୀ ଲଙ୍କା ମଧ୍ୟ ରେ ରହିଛି ଏହି ଧାନୁଶକୋଡ଼ି ଯାହା ଭାରତ ର ଦ୍ୱିତୀୟ ହଁଟିଙ୍ଗ ସ୍ଥାନ ଅଟେ I ଭାରତ ର ତାମିଲନାଡୁ ର ରାମେଶ୍ୱରମ ରେ ଥିବା ଏହି ସ୍ଥାନ ଟି ରେ ଭୁତ ରହିବା ର ସାଧାରଣ ଜନତା ମତ ଦେଇଛନ୍ତି ଏବଂ ସରକାର ମଧ୍ୟ ଏହି ଘଟଣା ରେ ମୋହର ଲଗାଇଛନ୍ତି I 1964 ରେ ଏକ ଘୁର୍ଣ୍ଣିଝଡ କାରଣ ରୁ ଏହା ନଷ୍ଟ ହେଇଯାଇଥିଲା I ଏଠାରେ ସନ୍ଧ୍ୟା ହେଲେ ଅଜୀବ ଶବ୍ଦ ଶୁଣାଯାଇଥାଏ I

2.ରାଷ୍ଟ୍ରୀୟ ପୁସ୍ତକାଳୟ କଲିକତା

ଭାରତ ର କଲିକତା ରେ ରହିଛି ରାଷ୍ଟ୍ରୀୟ ପୁସ୍ତକାଳୟ I ଏହା କୁ ମଧ୍ୟ ଲୋକେ ଭୁତ ଙ୍କ ର ସ୍ଥାନ ବୋଲି କହିଥାନ୍ତି I ସେଠାରେ ଥିବା ଗାର୍ଡ ଙ୍କ କହିବା ଅନୁସାରେ ଯେଉଁ ଲୋକ ଙ୍କ ର ମୃତ୍ୟୁ ଏହି ପୁସ୍ତକାଳୟ ରେ ହେଇଚି ତାଙ୍କ ର ଆତ୍ମା ଏଠାରେ ରହିଛି I ତେଣୁ ରାତି ରେ କିଛି ଆଜିବି ହରକତ ଏଠାରେ ହେଇଥାଏ I

1.କୋଟା ର ବ୍ରିଜ ରାଜଭବନ ମହଲ
ଭାରତ ର ରାଜସ୍ତାନ ରେ ଥିବା ବ୍ରିଜ ରାଜଭବନ ମହଲ ମଧ୍ୟ ଭୁତ ଙ୍କ ର ସ୍ଥାନ ବୋଲି ସରକାର ସ୍ୱୀକାର କରିଛନ୍ତି I 178 ବର୍ଷ ପୁରୁଣା ଏହି ସ୍ଥାନ କୁ ରାତି ରେ ଲୋକେ ଯିବାକୁ ଡରିଥାନ୍ତି I 1980 ରେ ଏହି ମହଲ ରେ ହେରିଜେଟ ସ୍ଥାନ ଶୁଚି ରେ ରଖାଯାଇଥିଲା I ଲୋକ ଙ୍କ ର କହିବା ଅନୁସାରେ ଏହି ମହଲ ରେ ବୁରଟେନ ର ଭୁତ ରହିଛି I ମେଜର ବୁରଟେନ ଙ୍କୁ 1857 ରେ ହେଇଥିବା ଦଙ୍ଗା ରେ ଭାରତୀୟ ସିପାହୀ ମାନେ ତାଙ୍କ ର ଦୁଇ ପିଲା ଙ୍କ ସହ ମାରିଦେଇଥିଲେ I ଏବଂ ଆଜି ମଧ୍ୟ ତାଙ୍କ ର ଆତ୍ମା ଏଠାରେ ରହିଛି I