ଚାରି ବର୍ଷ ପୁର୍ବରୁ ଥିଲେ କ୍ରିକେଟର, ଆଜି ହୋଇଯାଇଛି ଏପରି ଅବସ୍ଥା… ଦେଖିଲେ ଦୁଃଖ ଲାଗିବ …

କେଉଁ ବ୍ୟକ୍ତି ଙ୍କ ର ଭାଗ୍ୟ କେତେବେଳେ ପରିବର୍ତନ ହେବ କିଛି କହିହେବ ନାହିଁ I ଯଦି ଭଲ ସମୟ ଚାଲିଥିବ ତ ଜଣେ ଭିକାରି ବି ଦରକାର ପଡିଲେ ଧନୀ ହେଇଯିବ ଏବଂ ଖରାପ ସମୟ ରେ ଜଣେ ଧନୀ ବି ଜଣେ ଭିକାରି ହେଇଯିବ I ତେବେ ଯାହା ବି ଭାଗ୍ୟ ରେ ଥିବ ଖୁସି ରେ ଖୁସି ରେ ତାକୁ ଆପଣେଇବା ଉଚିତ I ତେବେ ଆଜି ଆମେ ଏଠାରେ ଏକ ଭାରତୀୟ କ୍ରିକେଟ ଙ୍କ ସମ୍ପର୍କ ରେ ଆଲୋଚନା କରୁଛେ I

ତେବେ ଆଜି ଆମେ ଆଲୋଚନା କରୁଛେ କ୍ରିକେଟର ନାଥୁ ସିଂ ଙ୍କ ସମ୍ପର୍କ ରେ ଯିଏ କି IPL 2016 ରେ ମୁମ୍ବାଇ ଇଂଡିଆନ୍ସ ରେ 3.30 କୋଟି ଟଙ୍କା ରେ କିଣାଯାଇଥିଲେ ଏବଂ ସେ ସମୟ ରେ ତାଙ୍କ ର ପିତା ଖୁବ ଗରିବ ଥିଲେ I ଏବଂ ତାଙ୍କ ର ପୁଅ IPL ରେ ଏକ ସୁଯୋଗ ପାଇଁ , ନିଜ ର ଜୀବନ ରେ ଏକ ବିରାଟ ପରିବର୍ତନ ଆଣିଥିଲେ I

ତେବେ ନାଥୁ IPL ଖେଳ ରୁ ରୋଜଗାର କରିଥିବା ଟଙ୍କା ରେ ଏକ ବିରାଟ ଘର କରିଥିଲେ I ତେବେ ନାଥୁ ଏକ ଇଣ୍ଟରଭିୟୁ ରେ ଏହା ବି କହିଛନ୍ତି କି ସେ ଜଣେ ଗରିବ ପରିବାର ର ଅଟନ୍ତି ଏବଂ ତାଙ୍କ ର ପିତା ଏକ ଫ୍ୟାକ୍ଟ୍ରି ରେ କାମ କରନ୍ତି I ଏବଂ ନାଥୁ କହିଥିଲେ କି ସେ ତାଙ୍କ ର ରୋଜଗାର ପଇସା ରେ ନିଜ ପିତା ମାତା ଙ୍କ ପାଁଇ ଏକ ବଡ଼ ଘର କରିବେ I ତାଙ୍କ ର ସମୟ ଏପରି ଥିଲା କି ଏକ ଜୋତା କିଣିବାକୁ ବି ପଇସା ନ ଥିଲା I

ତେବେ ଏଥର IPL ନାଥୁ ସିଂ ଙ୍କୁ କିଣିନେହି I ଏବଂ ସେ ବର୍ତମାନ ଏକ ଗୁମନାମ ଜୀବନ ଅତିବାହିତ କରୁଛନ୍ତି I ତେବେ ତାଙ୍କ ର କ୍ରିକେଟ କ୍ୟାରିୟର କଥା ଦେଖିଲେ ସେ 16 ଗୋଟି ମ୍ୟାଚ ରେ ଖେଳିଛନ୍ତି ଏବଂ 30 ଗୋଟି ଵିକେଟ ନେଇଥିଲେ I