ଚିକେନ ଓ ମଟନ ଖାଉଥିବା ଲୋକେ ନିଶ୍ଚିନ୍ତ ପଢନ୍ତୁ ଏହି ଖବର, ନଚେତ ପଛରେ କରିବେ ପଶ୍ଚାତାପ ..

ଆଜିକା ସମୟ ରେ ଚିକେନ ଓ ମଟନ ଅଧିକାଂଶ ଲୋକେ ଖାଇଥାନ୍ତି I ପୁରୁଣା ସମୟ ରେ ମାଂସ ସେବନ କରିବାକୁ କେବଳ ଧନୀ ଶ୍ରେଣୀ ର ଲୋକେ ହିଁ ସକ୍ଷମ ଥିଲେ କିନ୍ତୁ ବର୍ତମାନ ସମୟ ରେ ସବୁ ବର୍ଗ ର ଲୋକେ ଆମିଷ ସେବନ କରିଥାନ୍ତି I

ଆଜି ଆମେ ଚିକେନ ଓ ମଟନ ସମ୍ବନ୍ଧିତ କିଛି କଥା କହିବାକୁ ଯାଉଛୁ I ଚିକେନ ଓ ମଟନ ର ନିୟମିତ ସେବନ ଦ୍ୱାରା ଆପଣ ନାନା ରୋଗ ର ଶିକାର ହେଇଥାନ୍ତି I ଯେତେବେଳେ ପଶୁ ଙ୍କୁ ଲଗାତାର ଅଣ୍ଟିବଟିକ ଦିଆ ଯାଇଥାଏ ତାଙ୍କ ଵ୍ୟାକଟିରିୟା ରେ କୌଣସି ପ୍ରଭାବ ପଡି ନ ଥାଏ I ଏବଂ ଆପଣ ଯେତେବେଳେ ସେହି ପଶୁ ଙ୍କ ର ମାସ ସେବନ କରିଥାନ୍ତି ତ ତାଙ୍କ ଵ୍ୟାକଟିରିୟା ଆପଣ ଙ୍କ ଶରୀର କୁ ଆସିଯାଇଥାଏ I

ବଜାର ରେ ଥିବା ଚିକେନ ଓ ମଟନ ରେ ଅଧିକାଂଶ ରୋଗ ରୁ ବଞ୍ଚୁଥିବା ଅଣ୍ଟିବଟିକ ବ୍ୟବହାର ହେଇଥାଏ ତେଣୁ ଅଧିକ ମାସ ସେବନ ଦ୍ୱାରା ଆପଣ ଙ୍କ ଶରୀର ରେ ନାନା ବ୍ୟାକ୍ଟେରିଆ ଙ୍କ ର ଜନ୍ମ ହେଇଥାଏ I ବଜାର ରେ ମିଳୁଥିବା ବଏଇଲର କୁକୁଡ଼ା ରେ ଅଧିକ ମେଡ଼ିସିନ ର ପ୍ରୟୋଗ ହେଇଥାଏ I ତେଣୁ ଯଦି ଦେଶୀ କୁକୁଦ ର ସେବନ କରିବେ ତେବେ ଏହା ସ୍ଵାସ୍ତ୍ୟ ପାଁଇ ଉପକାରୀ ହେଇଥାଏ I କାରଣ ଅନ୍ୟ ଚିକେନ ତୁଳନା ରେ ଏଥିରେ କମ ମେଡ଼ିସିନ ର ବ୍ୟବହାର ହେଇଥାଏ I