ଡିଭର୍ସ ହେଲା ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ମୁହଁ ଖୋଲିଲେ Babi Mishra, କହିଲେ ଏମିତି

ବନ୍ଧୁଗଣ ଆପଣମାନେ ବବି ମିଶ୍ର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ ଓ ତାଙ୍କର ଅଭିନୟ ଆପଣମାନେ ବୋହୁତ ସାରା ଫିଲ୍ମ ବା ଆଲବମ ରେ ନିଶ୍ଚିତ ଭାବରେ ଦେଖିଥିବେ | ତେବେ କିଛିଦିନ ତଳେ ବବିମିଶ୍ର ଙ୍କ ସ୍ତ୍ରୀ କୋଏଲ ବାନାର୍ଜୀ ତାଙ୍କ ଭିତରେ ଡିଭର୍ସ ହୋଇ ଯାଇଛି ବୋଲି ସେ ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ୍ ରେ ଫ୍ୟାନ ମାନଙ୍କୁ ଜଣାଇଥିଲେ । ଏହାପରେ ପ୍ରଥମଥର ଏକଥାକୁ ନେଇ ମିଡ଼ିଆ ଆଗରେ ନିଜ ମୁହଁ ଖୋଲିଛନ୍ତି ଓ ସେ କଣ କହିଛନ୍ତି ଆସନ୍ତୁ ଜାଣିବା |


ତ ଫ୍ରେଣ୍ଡ୍ ଆପଣମାନେ ଜାଣିଥିବେ ବଙ୍ଗାଳୀ ଅଭିନେତ୍ରୀ କୋଏଲ ବାନାର୍ଜୀ ଓଲିଉଡ କୁ ଓଡ଼ିଆ ଫିଲ୍ମ ରେ ଅଭିନୟ କରିବାକୁ ଆସିଥିଲେ | ଆଉ ସୁଟିଂ ରୁ ହିଁ ସେ ବବି ମିଶ୍ରଙ୍କୁ ଭଲପାଇଥିଲେ ଓ ୨୦୧୩ ମସିହାରେ ନୁହେଁ ବିବାହ ବନ୍ଧନରେ ବନ୍ଧିହୋଇଥିଲେ | ବିବାହ ପରେ ବବି ମିଶ୍ର ଓ କୋଏଲ ବାନାର୍ଜୀଙ୍କ ମଧ୍ୟରେ ସବୁକିଛି ଠିକ୍ ଠାକ୍ ଚାଲିଥିଲା | କିନ୍ତୁ ଗତ କିଛିଦିନ ହେବ ଏମାନଙ୍କ ରିଲେସନ ରେ ବୋହୁତ ସାରା ପ୍ରୋବେଲମ ଦେଖା ଦେଇଥିଲା | ବଙ୍ଗାଳୀ ହିରୋଇନ୍ କୋଏଲ ବାନାର୍ଜୀ କଲିକତା ଚାଲିଯାଇଥିଲେ |


ରହିବା ପାଇଁ ସେଠାରେ ସେ ଗୋଟେ ବଙ୍ଗଳା ସିରିଏଲ୍ ରେ ଅଭିନୟ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଓଡ଼ିଶା କୁ ଭି ଆସିଥିଲେ | ଆଉ ସେତେବେଳ ସମୟରୁ ସେ ଆଉ ବବି ମିଶ୍ର ଙ୍କ କଣ୍ଟକଟ ରେ ନାହାଁନ୍ତି ବୋଲି ସେ ନିଜ ସୋସିଆଲ ମିଡ଼ିଆ ଏକାଉଣ୍ଟ୍ ରେ ପ୍ରକାଶ କରିଥିଲେ । କିନ୍ତୁ ବବି ମିଶ୍ର କୋଏଲ ବାନାର୍ଜୀ ଙ୍କୁ ବୋହୁତ ଭଲ ପାଆନ୍ତି ସେଥିପାଇଁ କୋଏଲ ବାନାର୍ଜୀ ଙ୍କୁ ଓଡ଼ିଶା କୁ ଫେରିଆସିବାକୁ ବୋହୁତ ଅନୁରୋଧ ମଧ୍ୟ କରିଥିଲେ |


ହେଲେ କୋଏଲ ବାନାର୍ଜୀ ବାବିମିଶ୍ର ଙ୍କ କଥା ଶୁଣି ନଥିଲେ ଓ ଶେଷରେ ବବି ମିଶ୍ର ଓ କୋଏଲ ବାନାର୍ଜୀ ଅଲଗା ହୋଇଯାଇଛନ୍ତି ଓ ତାଙ୍କ ମଧ୍ୟରେ ଦିଭର୍ସ ହୋଇଯାଇଛି ବୋଲି ଏମିତି ଏକ ପୋଷ୍ଟ କରିଥିଲେ | କୋଏଲ ବାନାର୍ଜୀ ଓ ଏହାପରେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯାଇଥିଲେ ଓ ଏହାକୁ ନେଇ ବର୍ତ୍ତମାନ ସମୟରେ ପ୍ରଥମ ଥର ବବି ମିଶ୍ର ସୋସିଆଲ ମିଡିଆରେ ନିଜ ମୁହଁ ଖୋଲିଥିବାର ନଜର ଆସିଛନ୍ତି |


ସେ କହିଛନ୍ତି ଯଦି କିଏ ଆପଣଙ୍କୁ ଛାଡି ଖୁସିରେ ରହିପରୁଛନ୍ତି ତେବେ ସେ ଆପଣଙ୍କୁ କେବେ ଭଲ ପାଇ ନାହାଁନ୍ତି | ଏହାର ଅର୍ଥ ସେ କୋଏଲ ବାନାର୍ଜୀ ଙ୍କୁ ନେଇ କହିଛନ୍ତି କହିବାର ଅର୍ଥ ହେଉଛି କୋଏଲ ବାନାର୍ଜୀ ବବିମିଶ୍ରଙ୍କୁ ଛାଡ଼ି ବୋହୁତ ଖୁସି ଅଛନ୍ତି | ସେଥିଲାଗି ବବି ମିଶ୍ର କହିଛନ୍ତି କୋଏଲ ବାନାର୍ଜୀ କେବେ ହେଲେ ବବି ମିଶ୍ରଙ୍କୁ ଭଲପାଇ ନଥିଲେ |ତେବେ ଫ୍ରେଣ୍ଡ୍ ଆପଣମାନଙ୍କୁ କଣ ଲାଗୁଛି କଣ କୋଏଲ ବାନାର୍ଜୀ ବବି ମିଶ୍ରଙ୍କୁ ଭଲପାଇ ନାହାଁନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ|