ଡାକ୍ତର ୮ ଘଣ୍ଟା କରିଲେ ଜଣେ ମହିଳା ଙ୍କର ଅପରେସନ…. ଘରେ ପହଞ୍ଚିବା ପରେ ଗୁପ୍ତାଙ୍ଗରୁ ବାହାରିଲା ରକ୍ତ ସେତେବେଳେ ଜାଣିଲେ ଡାକ୍ତର କଣ କରିଥଲେ

ପାକିସ୍ତାନ ର ଜଣେ ମହିଳା ଅପରେସନ ସମୟ ରେ ବଳାତ୍କାର ର ଶିକାର ହେଇଥିବା ର ଆରୋପ ଆଣିଛନ୍ତି I 35 ବର୍ଷୀୟ ଏହି ମହିଳା ଙ୍କ ର ପାଇଲସ ପରି ସମୟ ଅପରେସନ ପ୍ରାୟ 8 ଘଣ୍ଟା ଧରି ସମୟ ଲାଗିଥିଲା ଏବଂ ଅପରେସନ ପରେ ସନ୍ଧ୍ୟା ରେ ହିଁ ତାଙ୍କୁ ମେଡିକାଲ ରୁ ଡିସ୍ଚାର୍ଜ କରାଯାଇଥିଲା I

ସର୍ଜରୀ ପରେ ତାଙ୍କୁ ଯେତେବେଳେ ହୋସ ଆସିଥିଲା ତେବେ ସେ କଠିନ ଯନ୍ତ୍ରଣା ରେ ଥିଲେ I ଏବଂ ଗୁପ୍ତାଙ୍ଗ ରୁ ରକ୍ତ ବୋହୁଥିଲା ଏବଂ ସେ ଜାଣିପାରିଲେ କି ତାଙ୍କ ସହ ବଳାତ୍କାର କରାଯାଇଛି I ଏବଂ ସଂଗେ ସଂଗେ ସେ ନିକଟସ୍ଥ ଥାନା ରେ ଏକ ମାମଲା ରୁଜୁ କରିଥିଲେ I ମହିଳା ଙ୍କ ର କହିବା ଅନୁସାରେ 24 ନଭେମ୍ବର ରେ ସେ ହସ୍ପିଟାଲ ରେ ସର୍ଜରୀ ହେବାକୁ ଯାଉଥିଲେ ଏବଂ ଏହି ସର୍ଜରୀ ପ୍ରାୟ 8 ଘଣ୍ଟା ସମୟ ଲାଗିଥିଲା I ଏବଂ ସେହି ଦିନ ସନ୍ଧ୍ୟା ରେ ହିଁ ତାଙ୍କୁ ଡିସ୍ଚାର୍ଜ କରାଯାଇଥିଲା ଏବଂ ଯେତେବେଳେ ଅନ୍ଵେସ୍ତେସ୍ତିଆ ର ପ୍ରଭାବ କମିଯାଇଥିଲା ସେତେବେଳେ ସେ ଜାଣିବାକୁ ପାଇଲେ ଏହି କଷ୍ଟ କୁ I

ଅନ୍ଵେସ୍ତେସ୍ତିଆ ଇଂଜିକ୍ସନ ର ପ୍ରଭାବ କମିବା ପରେ ସେ ତାଙ୍କ ଗୁପ୍ତାଙ୍ଗ ରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ I ଏବଂ ଗୁପ୍ତାଙ୍ଗ ରୁ ରକ୍ତ ସ୍ରାବ ବି ହେଉଛି I ଏବଂ ସେ ଜାଣିପାରିଲେ କି ଅପରେସନ ସମୟ ରେ ତାଙ୍କ ସହ ବଳାତ୍କାର କରାଯାଇଛି I ମହିଳା ଙ୍କ ର ଯନ୍ତ୍ରଣା ଅଧିକ ବଢ଼ିଯିବ ରୁ ତାଙ୍କ ଭଉଣୀ ନିକଟସ୍ଥ ଶେଖ ଯାଏଦା ହସ୍ପିଟାଲ ନେଇ ଯାଇଥିଲେ ଏବଂ ମେଡିକାଲ ଟେଷ୍ଟ ରୁ ଜଣାପଡିଥିଲା କି ସେ ବଳାତ୍କାର ର ଶିକାର ହେଇଛନ୍ତି I

ପଞ୍ଜାବ ର ସ୍ଵାସ୍ତ୍ୟ ମନ୍ତ୍ରୀ ଡାକ୍ତର ୟଃସ୍ମିନ ରସିଦ କହିଛନ୍ତି ସର୍ଜରୀ ସମୟ ରେ ବଳାତ୍କାର ର ମାମଲା ଏକ ନିନ୍ଦନୀୟ ଘଟଣା ଅଟେ I ଏବଂ ଏହା କୁ ନେଇ ଏକ ଯାଞ୍ଚ କମିଟି ର ବି ଆୟୋଜନ କରାଯାଇଛି ଏବଂ ମାମଲା ର ଯାଞ୍ଚ ପରେ ଆରୋପି ଙ୍କୁ ଗିରଫ କରାଯିବ ବୋଲି ମଧ୍ୟ କୁହାଯାଇଛି I