ଏ ହେଉଛନ୍ତି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦରୀ ଓ ଗୋରୀ ଅଭିନେତ୍ରୀ, ନମ୍ବର ୩ ସବୁଠାରୁ ହଟ, ସୁନ୍ଦରତା ଦେଖି ଆପଣଙ୍କର ବି ବାହାରି ଯିବ ଝାଳ

1.ତମନ୍ନା ଭଟିୟା

ତମନ୍ନା ଭଟିୟା ସାଉଥ ଫିଲ୍ମ ର ସବୁଠାରୁ ଗୋରୀ ଓ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି | ତମନ୍ନା ଭଟିୟା ଙ୍କ ର ଜନ୍ମ ମୁମ୍ବାଇ ରେ ହେଇଥିଲା ଏବଂ ସେ ପାଠପଢା ମୁମ୍ବାଇ ରେ ମଧ୍ୟ କରିଥିଲେ I ତମନ୍ନା ଭଟିୟା ତାମିଲ ଫିଲ୍ମ ରେ ନିଜ ର କ୍ୟାରିୟର ଆରମ୍ଭ କରିଥିଲେ ଓ ଏହା ପରେ ସେ ସାଉଥ ଫିଲ୍ମ ରେ ସୁଯୋଗ ପାଇଥିଲେ | ଆଜିକା ସମୟ ରେ ତମନ୍ନା ଭଟିୟା ସାଉଥ ଫିଲ୍ମ ର ଲୋକପ୍ରିୟ ଅଭିନେତ୍ରୀ ହେବା ସହ ବଲିଉଡ ର ମଧ୍ୟ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି |

2.ହାଂସିକା ମୋଟବାନୀ

ହାଂସିକା ମୋଟବାନୀ ମଧ୍ୟ ସାଉଥ ଫିଲ୍ମ ର ସାଉଠାରୁ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି | ସେ ନିଜ କ୍ୟାରିୟର ର ଆରମ୍ଭ ଏକ ବାଲ୍ୟ କଳାକାର ରୂପେ ଆରମ୍ଭ କରିଥିଲେ | ଏହି ଫୋଟୋ ରୁ ଆପଣ ହାଂସିକା ମୋଟବାନୀ ଙ୍କ ର ସୁନ୍ଦରତା ର ଅନୁମାନ କରିପାରୁଥିବେ |

3.ରକୁଲ ପ୍ରୀତ ସିଂ

ରକୁଲ ପ୍ରୀତ ସିଂ ଆଜିକା ସମୟ ରେ ସାଉଥ ଫିଲ୍ମ ର ଟପ ଅଭିନେତ୍ରୀ ଅଟନ୍ତି I ତାଙ୍କ ର ଅଭିନୟ କୁ ନେଇ ସାଉଥ ର ସେ ଦାମୀ ଅଭିନେତ୍ରୀ ହେଇପାରିଛନ୍ତି I ଏବଂ ତାଙ୍କ ର ସୁନ୍ଦରତା ଏଠାରେ ଆପଣ ସ୍ପଷ୍ଟ ଦେଖିପାରୁଥିବେ I ରକୁଲ ପ୍ରୀତ ସିଂ ସାଉଥ ଫିଲ୍ମ ର ସବୁଠାରୁ ଅଧିକ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି I

4.ଶୃତି ହଁସନ

ଶୃତି ହଁସନ ସାଉଥ ର ନୁହନ୍ତି ସେ ବଲିଉଡ ର ମଧ୍ୟ ସବୁଠାରୁ ଅଧିକ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି I ହିନ୍ଦୀ ସିନେମା ର ଲୋକପ୍ରିୟ ଅଭିନେତା କମଲ ହାସନ ଙ୍କ ର ସେ ଝିଅ ଅଟନ୍ତି I କେବଳ ସାଉଥ ନୁହେ ଶୃତି ହଁସନ ବଲିଉଡ ଇଣ୍ଡଷ୍ଟ୍ରି ରେ ମଧ୍ୟ ସବୁଠାରୁ ଅଧିକ ଗୋରୀ ଅଭିନେତ୍ରୀ ରୂପେ ପରିଚିତ ଅଟନ୍ତି I