ଏକା ସାଙ୍ଗରେ ମା ଓ ଝିଅ ଜନ୍ମ କଲେ ଦୁଇଟି ଶିଶୁ, Prabhu ଏମାନଙ୍କ ବାପା କିଏ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନମସ୍କାର ବନ୍ଧୁଗଣ ଏକା ସହିତ ମା ଓ ଝିଅ ହେଲେ ମା, ପିଲାଙ୍କର ବାପାର ନାହିଁ କିଛି ଅତାପତା। ପୃକୃତରେ ପିଲାଙ୍କ ବାପା କିଏ ଆସନ୍ତୁ ଜାଣିବା। ଜଣେ ସ୍ତ୍ରୀ ପାଇଁ ତାର ମା ହେବା ଦୁନିଆରେ ସବୁଠୁ ସୁନ୍ଦର ଅନୁଭବ ହୋଇଥାଏ। ନିଜ ସନ୍ତାନକୁ ଦେଖି ମା ଆଖିର ଚମକ ବଢିଯାଇଥାଏ। ମା ହେବାପାଇଁ କୌଣସି ବୟସ ସୀମା ନଥାଏ। ଏହାଛଡା ଆଜିକାଲି ଲାଇଫ ଷ୍ଟାଇଲ ହିସାବରେ ମହିଳାମାନେ ଅଧିକ ବୟସରେ ମା ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ବେଳେ ବେଳେ ଏମିତି କିଛି ହୋଇଯାଏ ଯାହା ବୋହୁତ ଭିନ୍ନ ହୋଇଥାଏ।


କେମିତି ଲାଗିବ ଯେତେବେଳେ ମା ଓ ଝିଅ ଏକା ସହିତ ଗର୍ଭବତୀ ହୋଇଯାଆନ୍ତି। ଏମିତି ହିଁ କିଛି ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି ଯେଉଁଠୁ କି ମା ଓ ଝିଅ ଏକା ସହିତ ନିଜ ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଘଟଣା ତୁର୍କୀର ହୋଇଛି। ଯେଉଁଥି ଏକ ୪୨ ବର୍ଷର ମା ଓ ତାହାର ୨୧ ବର୍ଷର ଝିଅ ଏକା ସମୟରେ ନିଜର ସନ୍ତାନକୁ ଜନ୍ମ ଦେଇଛନ୍ତି।


ଖବର ଅନୁସାରେ ଫାତିମା ନାମକ ଏକ ମହିଳା ନିଜ ଝିଅ ସହିତ ତୁର୍କିରେ ଗୋଟିଏ ହସ୍ପିଟାଲରେ ଦୁଇ ପୁଅକୁ ଜନ୍ମ ଦେଇଛନ୍ତି। ଡାକ୍ତରମାନେ ମଧ୍ୟ କହିଛନ୍ତି ସେମାନେ ପ୍ରଥମ ଥର ଏଭଳି ଦେଖିଲେ। ଫାତିମା ସିରୀୟାର ଅଧିବାସୀ ଅଟନ୍ତି କିନ୍ତୁ ଗୃହଯୁଦ୍ଧ କାରଣରୁ ସେମାନେ ସିରୀୟାରୁ ତୁର୍କୀ ଆସିଛନ୍ତି। ପିଲାମାନଙ୍କ ନାମ ତୁର୍କୀର ରାଷ୍ଟ୍ରପତି ରେଡଜପ ତୈୟତ୍ ଅର୍ଯୋ ଅନମ୍ ଙ୍କ ନାମ ଅନୁସାରେ ତୈୟତ୍ ଓ ରିଶିତ୍ ରଖାଯାଇଛି। ଫାତିମା ଓ ତାଙ୍କ ଝିଅଙ୍କୁ ଏକାସହିତ ଜଣା ପଡିଲା କି ସେମାନେ ଗର୍ଭବତୀ ଅଛନ୍ତି।

ଯାହାପରେ ସେ ପରସ୍ପରର ଧ୍ୟାନ ରଖିବାକୁ ଲାଗିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଏମାନଙ୍କ ଡେଲିଭରି ଗୋଟିଏ ଦିନରେ ଗୋଟିଏ ସମୟରେ ହୋଇଛି। କିନ୍ତୁ ହସ୍ପିଟାଲ୍ ରେ ଏମାନଙ୍କ ବାପାଙ୍କର କିଛି ବି ସୂଚନା ମିଳିନାହିଁ। ଏପର୍ଯ୍ୟନ୍ତ ସେହି ପିଲାଙ୍କ ବାପା କିଏ ସେମାନେ କାହାରିକୁ ଜଣାଇ ନାହାଁନ୍ତି। ଏମାନଙ୍କ ବାପା ଜଣେ ନା ଅଲଗା ଅଲଗା ଏହାର କୌଣସି ସନ୍ଧାନ ମିଳିନାହିଁ।