He Bhagban ଆସିଲା ଆଉ ଏକ ଦୁଃଖଦ ଖବର, ଆଉ ନାହାଁନ୍ତି ଏହି ବରିଷ୍ଠ ଅଭିନେତା,

ବନ୍ଧୁଗଣ ପୁଣି ଏକ ଦୁଃଖ ଆସି ପହଁଚିଛି ଆଉ ନାହାନ୍ତି | ପଶ୍ଚିମ ଓଡ଼ିଶାର ବରିଷ୍ଠ କଳାକାର ସଲା ବୁଢାରେ ଅଭିନୟ କରି ଘରେ ଘରେ ଘରେ ପରିଚୟ ହୋଇଥିବା ପଶ୍ଚିମ ଓଡ଼ିଶାର ଜଣେ ଘାତନାମ ଆକ୍ଟର ଆଉ ନାହାନ୍ତି | ସ୍ବର୍ଗତ ଅଭିନେତା ବା ବରିଷ୍ଠ ଅଭିନେତା ଅଟଳି ବିହାରୀ ପଣ୍ଡା ନିଜର ଅଭିନୟ ମାଧ୍ୟମରେ ଲୋକମାନଙ୍କୁ ବାନ୍ଧି ରଖିଥିଲେ ଓ ଅନେକ ଆୱାର୍ଡ ମଧ୍ୟ ଦେଶ ବିଦେଶରୁ ପାଇଛନ୍ତି ନିଜର ଅଭିନୟ ମାଧ୍ୟମରେ |


92 ବର୍ଷରେ ସେ ବୁର୍ଲା ର ଭିମସାର ରେ ଚିକିତ୍ସା ହେଉଥିବା ବେଳେ ଦେହତ୍ୟାଗ କରିଛନ୍ତି | ତେବେ ସେ ଗତ କାଲି ବିଳମ୍ବିତ ରାତିରେ ସେ ଦେହତ୍ୟାଗ କରିଛନ୍ତି ଏବଂ ଅନେକ ଅଭିନୟ ଦ୍ୱାରା ଲୋକମାନଙ୍କୁ ବେଶ ବାନ୍ଧି ରଖିଥିଲେ | ପଶ୍ଚିମ ଓଡ଼ିଶାରେ ପ୍ରାୟ 100 ରୁ ଅଧିକ ମଞ୍ଚସ୍ତିତ ନାଟକ ରେ ଅଭିନୟ କରି ଲୋକମାନଙ୍କୁ ବେଶ ତାଙ୍କ ନାଟକ ଦ୍ୱାରା ଆଦୃତ କରି ରଖିଥିଲେ ଏବଂ ଲୋକମାନେ ମଧ୍ୟ ବହୁତ ପସନ୍ଦ କରୁଥିଲେ ଅଟଳି ବିହାରୀ ପଣ୍ଡା ଙ୍କୁ |


ଅନେକ ନାଟକ ସହିତ ସେ ଲେଖିଛନ୍ତି ଅନେକ ଗଳ୍ପ ଏବଂ ନାଟକ ତାଙ୍କ ଦ୍ୱାରା ରଚିତ ନାଟକ ଗୁଡିକ ପଶ୍ଚିମ ଓଡ଼ିଶାରେ ବହୁତ ଲୋକପ୍ରିୟ ମଧ୍ୟ ହୋଇଥାଏ ଓ ଲୋକମାନେ ମଧ୍ୟ ତାଙ୍କୁ ବହୁତ ଭଲପାଇବା ଦେଇଛନ୍ତି ତାଙ୍କ ଅଭିନୟ କୁ ସଳା ବୁଢା ଙ୍କୁ ଆଜି ହରାଇ ଓଡ଼ିଆ ଇଣ୍ଡଷ୍ଟ୍ରି ହା ହା କାର ହୋଇପଡିଛି ଏବଂ ତାଙ୍କ ଶୂନ୍ୟସ୍ଥାନ କେହି କେବେ ପୁରାଣ କରିପାରିବେନି ଏବଂ ସମସ୍ତ ବରିଷ୍ଠ କଳାକାର ତଥା ଓଡ଼ିଆ ଇଣ୍ଡଷ୍ଟ୍ରି ର କଳାକାର ମଧ୍ୟ ନିଜ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ଦୁଃଖ ପ୍ରକାଶ କରିଛନ୍ତି |