ନିଜ ନାତି ସହ ଏମିତି ଖେଳୁଛନ୍ତି Uttam Mohanty ଓ Aparajita Mohanty, ବାବୁଶାନ ଛାଡିଲେ ଏମିତି କିଛି

ଦର୍ଶକବନ୍ଧୁ ଆପଣମାନେ ଜାଣିଥିବେ କି ଗତ କିଛି ଦିନ ପୂର୍ବେ ବାବୁଶାନ ମହାନ୍ତି ଙ୍କର ଗୋଟେ ପୁତ୍ର ସନ୍ତାନ ଜନ୍ମ ନେଇଛନ୍ତି ଓ ବର୍ତମାନ ପୁତ୍ର ଓ ତାଙ୍କ ସ୍ତ୍ରୀ ତୃପ୍ତି ଦୁହେଁ ସୁସ୍ଥ ଅବସ୍ଥାରେ ରହିଛନ୍ତି | ବାବୁଶାନ ବର୍ତମାନ ସୁଟିଂ ସେଟ ରୁ ଦୂରରେ ରହିଥିବାର ନଜର ଆସିଛନ୍ତି କାରଣ ସରକାର ଙ୍କର କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ସମସ୍ତ ସୁଟିଂ ସେଟ ର କାର୍ଯ୍ୟ ଗୁଡିକ ବନ୍ଦ ରହିଛି ସେଥିପାଇଁ ବାବୁଶାନ ଅଧିକାଂଶ ସମୟ ଘରେ ରହୁଥିବାର ଦେଖା ଯାଉଛି |


ଏଠି ସହିତ ବାବୁଶାନ ମହାନ୍ତି ତାଙ୍କ ପୁଅଙ୍କ ସହିତ ଅଧିକାଂଶ ସମୟ ବିତାଉଥିବାର ନଜର ଆସିଛନ୍ତି ତାହେଲେ କୁନି ପୁଅଙ୍କୁ ଧରି ବାବୁଶାନ ବହୁତ ଗୁଡିଏ ଫୋଟୋ ଉଠାଇବା ସହିତ ବହୁତ ସାରା ଭିଡିଓ କରି ନିଜ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ପୋଷ୍ଟ କରୁଥିବାର ନଜର ଆସିଛନ୍ତି |


ତ ଫ୍ରେଣ୍ଡ୍ସ ଗତ ଦିନମାନଙ୍କରେ ବାବୁଶାନ ତାଙ୍କ ପୁଅକୁ ଖୁଆଇ ଦଉଥିଲେ ଓ ତାଙ୍କ ପୁଅ ତାଙ୍କ ସହିତ ଖେଳୁଥିବାର ଭି ନଜର ଆସିଥିଲେ ଓ ଏଥି ସହିତ ବାବୁଶାନ ମହାନ୍ତି ଙ୍କ ବାପା ମା ମାନେ ଉତ୍ତମ ମହାନ୍ତି ଓ ଅପରାଜିତା ମହାନ୍ତି ତାଙ୍କ ନାତି ସହ ଖେଳୁଥିବାର ମଧ୍ୟ ଦେଖାଯାଇଛନ୍ତି ତ ଫ୍ରେଣ୍ଡ୍ସ ଆପଣମାନଙ୍କୁ ସୁପରଷ୍ଟାର ବାବୁଶାନ ମହାନ୍ତି ଙ୍କ ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ ଜଣାଇବେ |