ଛାଡ଼ପତ୍ର ପରେ ଏବେ ଦ୍ଵିତୀୟ ବିବାହ କରିବେ କି ଲୋକପ୍ରିୟ ସିଙ୍ଗର Asima Panda, ସାମ୍ନାକୁ ଆସିଲା ବଡ ଖବର

ନମସ୍କାର ବନ୍ଧୁଗଣ ଆପଣମାନେ ଜାଣିଥିବେ ଓଡ଼ିଆ ଫିଲ୍ମ ଜଗତର ଲୋକପ୍ରିୟ ଗାୟିକା ହେଉଛନ୍ତି ଅସୀମା ପଣ୍ଡା। ଆପଣମାନେ ଜାଣିଥିବେ ଅସୀମା ପଣ୍ଡା ୨୦୧୫ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କିନ୍ତୁ ବାହାଘରର ୬ ମାସ ପରେ ଅସୀମା ପଣ୍ଡା ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଏବେ ତାଙ୍କ ବାପଘରେ ରହୁଛନ୍ତି। ବନ୍ଧୁଗଣ ଆପଣମାନେ ଜାଣିବାକୁ ଚାହୁଁଥିବେ ଅସୀମା ପଣ୍ଡା କାହିଁକି ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଛନ୍ତି।


ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ଅସୀମା ପଣ୍ଡା ତାଙ୍କ ସ୍ବାମୀଙ୍କୁ କାହିଁକି ଛାଡ଼ପତ୍ର ଦେଇଛନ୍ତି ତେବେ ଆସନ୍ତୁ ଜାଣିବା। ଆପଣମାନେ ଜାଣିଥିବେ ପାଖାପାଖି ଅଧିକାଂଶ ଫିଲ୍ମରେ ଗୀତ ଗାଉଛନ୍ତି ଅସୀମା ପଣ୍ଡା। ଅସୀମା ପଣ୍ଡାଙ୍କ ଗୀତ ଶୁଣିବା ପାଇଁ ସାରା ଓଡିଶା ବସି ବୋହୁ ମାତ୍ରାରେ ପସନ୍ଦ କରନ୍ତି। ଅସୀମା ପଣ୍ଡା ତାଙ୍କର କ୍ୟାରିୟର ଭଜନରୁ ଆରମ୍ଭ କରିଥିଲେ।

ଯେତେବେଳେ ଅସୀମା ପଣ୍ଡାଙ୍କର ଗୀତ ଗୁଡ଼ିକ ସୁପରହିଟ ହେଲା ସେତେବେଳେ ଅସୀମା ପଣ୍ଡା ଫିଲ୍ମ ଏବଂ ଆଲବମ୍ ରେ ଗୀତ ଗାଇବା ଆରମ୍ଭ କରି ଦେଇଥିଲେ। ଅସୀମା ପଣ୍ଡାଙ୍କ ଗୀତକୁ ଦର୍ଶକମାନେ ବୋହୁ ମାତ୍ରାରେ ପସନ୍ଦ ମଧ୍ୟ କରୁଥିଲେ। ୨୦୧୫ ମସିହାରେ ଅସୀମା ପଣ୍ଡା ମାନସଙ୍କୁ ବିବାହ କରିଥିଲେ କିନ୍ତୁ ଏହି ବାହାଘର ବେଶୀଦିନ ପର୍ଯ୍ୟନ୍ତ ରହିନଥିଲା।

ଅସୀମା ପଣ୍ଡା ବାହାଘରର ୬ ମାସ ପରେ ତାଙ୍କ ସ୍ଵାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହାପରେ ଅସୀମା ପଣ୍ଡା ତାଙ୍କ ବାପଘରେ ରହୁଛନ୍ତି। ଅସୀମା ପଣ୍ଡା ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର କଣ ପାଇଁ ଦେଲେ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଏବେ କିଛିଦିନ ତଳେ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା ଅସୀମା ପଣ୍ଡା ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି କିନ୍ତୁ ଅସୀମା ପଣ୍ଡା ଏହି ବାବଦରେ କିଛି କହିନାହାଁନ୍ତି।