ରୋମାଣ୍ଟିକ ସିନ କରିବା ସମୟରେ ନିଜକୁ ଆୟତ୍ତ କରି ପାରିଲେ ନାହିଁ ଏହି ଅଭିନେତ୍ରୀ, ଆଉ କରିଦେଲେ ଏପରି କାଣ୍ଡ, ଜାଣିଲେ ମୁଣ୍ଡରେ ହାତ ଦେବେ

ଆଜି ଆମେ ଆପଣାଙ୍କୁ ଜଣେ ଏହି ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଯିଏକି ରୋମାଣ୍ଟିକ ସିନ ଦେବା ସମୟରେ ନିଜକୁ କଣ୍ଟ୍ରୋଲ କରିପାରିଲେ ନଥିଲେ-
ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କର ସମ୍ପର୍କରେ

ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ର ବିଷୟ ରେ କହିବା କୁ ଯାଉଛେ ସେ ଟିଭି ଜଗତ ର ଜଣେ ସୁନ୍ଦରୀ ଅଭିନେତ୍ରୀ ଅଟନ୍ତି I ଏହି ଅଭିନେତ୍ରୀ ଙ୍କ ର ନାମ ଡୋନଲ ବିଷ୍ଟ ଅଟେ I ତାଙ୍କ ର ଜନ୍ମ 27 ଅଗଷ୍ଟ 1994 ରେ ହେଇଥିଲା I ଡୋନଲ ଜଣେ ଅଭିନେତ୍ରୀ ହେବା ସହ ଜଣେ ମଡେଲ ମଧ୍ୟ ଅଟନ୍ତି I

ଆଜିକା ସମୟ ରେ ଟେଲିଭିଜର ର ସିରିଏଲ ରେ ମଧ୍ୟ ଅନେକ ରୋମାଣ୍ଟିକ ସିନ ଦେଖିବା କୁ ପାଉଛେ I ଏବଂ ଏହିପରି ସିନ ଦର୍ଶକ ଙ୍କୁ ମଧ୍ୟ ବେଶ ପସନ୍ଦ ଆସିଥାଏ I ତେବେ ଷ୍ଟାର ପ୍ଲସ ରେ ପ୍ରସାରିତ ହେଉଥିବା ସିରିଏଲ “ଦିଲ ତୋ ଖୁଶ ହେ ” ରେ ଅଭିନେତ୍ରୀ ଡୋନଲ ଓ ଅଂଶ ବାଙ୍ଗରି ମୁକ୍ଷ୍ୟ ଭୂମିକା ରେ ରହିଛନ୍ତି I

ତେବେ ସିରିଏଲ ର ସୁଟିଂ ସମୟ ରେ ଦୁହେଁ ଏକ ରୋମାଣ୍ଟିକ ସିନ ଦେଇଥିଲେ I ଯେଉଁଥିରେ ଡୋନାଲ ନିଜ କୁ ଆୟତ୍ତ କରିପାରି ନ ଥିଲେ I ଏହି ବିଷୟ ରେ ନିଜେ ଡୋନାଲ ନିଜ ର ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଜଣାଇଥିଲେ I

ଡୋନଲ ବିଷ୍ଟ ଜଣେ ବହୁତ ସୁନ୍ଦର ଅଭିନେତ୍ରୀ ଅଟନ୍ତି I ଏହି ଫୋଟୋ ରେ ଆପଣ ତାଙ୍କ ର ସୁନ୍ଦରତା ର ସ୍ପଷ୍ଟ ଅନୁମାନ କରିପାରୁଥିବେ I ସୋସିଆଲ ମିଡ଼ିଆ ରେ ମଧ୍ୟ ଡୋନାଲ ସର୍ବଦା ସକ୍ରିୟ ରହିଥାନ୍ତି I