ଶାଶୂଘରେ କେମିତି ଅଛନ୍ତି ତାରିଣୀ (Lipi), ଜାଣିଲେ ବିଶ୍ୱାସ କରିପାରିବେ ନାହିଁ

ଦର୍ଶକବନ୍ଧୁ ବର୍ତମାନ ସମୟରେ ସୋସିଆଲ ମିଡିଆରେ ଗୋଟେ ଖବର ଭାଇରଲ ହବାରେ ଲାଗିଛି କି ଓଡ଼ିଆ ହିରୋଇନ ଲିପି ମହାପାତ୍ର ବିବାହ କରିନେଇଛନ୍ତି | ତ ଫ୍ରେଣ୍ଡ୍ସ ପ୍ରକୁତରେ ଘଟଣା ଟି ହେଉଛି ଲିପି ଙ୍କୁ ବର୍ତମାନ ସମୟରେ 38 ବର୍ଷ ବୟସ ହୋଇଛି | ଆଉ ସେ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି ତାହେଲେ ସୁଟିଂ ସେଟରେ ବା ସିରିଏଲ ରେ ଅଭିନୟ କରିବା ସମୟରେ ସେ ବହୁତ ଥର ବିବାହ କରିଛନ୍ତି ହେଲେ ରିଅଲ ଲାଇଫ ରେ ସେ କେବେବି ହେଲେ ବିବାହ କରିନାହାନ୍ତି |


ତାହେଲେ ଲିପି ତାଙ୍କ ମାଙ୍କ ପ୍ରେରଣା କ୍ରମେ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଆସିଛନ୍ତି ଆଉ ଲିପିଙ୍କୁ ବର୍ତମାନ ସମୟରେ 38 ବର୍ଷ ହୋଇଥିଲେ ବି ସେ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି | ଆଉ ଲିପି କହିଛନ୍ତି କି ସେ ପ୍ରଥମେ ତାଙ୍କର କ୍ୟାରିଅରକୁ ଗଢିବାକୁ ଚାହାନ୍ତି ଓ ସେ ବିବାହ ବିଷୟରେ ଏ ପର୍ଯ୍ୟନ୍ତ କିଛି ଚିନ୍ତା କରିନାହାନ୍ତି | ଲାଇଫରେ ସେ ସବୁବେଳେ ଏକା ରହିବାକୁ ପସନ୍ଦ କରନ୍ତି |ତ ବର୍ତମାନ ସମୟରେ ଲିପି ଗୋଟେ ନୂଆ ଓଡ଼ିଆ ସିରିଏଲ ରେ ଅଭିନୟ କରୁଛନ୍ତି |


ଏହା ପୂର୍ବରୁ ସେ ତାରାତାରିଣୀ ସିରିଏଲ ରେ ଅଭିନୟ କରୁଥିଲେ ଆଉ ଏ ସିରିଏଲ ରେ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ନିଶ୍ଚିତ ଦେଖିଥିବେ | ଲିପିଙ୍କୁ ଏହି ସିରିଏଲ ରେ ବହୁତ ସାରା ଆୱାର୍ଡ ଭି ମିଳିଛି | ତାରାତାରିଣୀ ସିରିଏଲ ରେ ତାଙ୍କର ଜବରଦସ୍ତ ଅଭିନୟ ଯୋଗୁ ତାରାତାରିଣୀ ସିରିଏଲ ଟି ନଂ 1 ଟିଆର୍ପି ଛୁଇଁପାରିଥିଲା | ଲିପି ପ୍ରଥମେ ଆଲବମ ଜଗତରୁ ଓଲିଉଡ଼ ଇଣ୍ଡଷ୍ଟ୍ରି କୁ ଏଣ୍ଟ୍ରି କରିଥିଲେ | ଏହାପରେ ସେ କିଛି ଓଡ଼ିଆ ଫିଲ୍ମ ରେ ଅଭିନୟ କରିଥିଲେ ଓ ସେ ଗୋଟେ ହିନ୍ଦୀ ଫିଲ୍ମ ରେ ଭି ଅଭିନୟ କରିଥିଲେ |


ତ ଫ୍ରେଣ୍ଡ୍ସ ଆପଣମାନେ ଜାଣିଛନ୍ତି କି ଲିପି ଆକ୍ଟିଙ୍ଗ ଲଇଁ କୁ ଆସିବା ପୂର୍ବରୁ ସେ ଆଇପିଏସ ହବାକୁ ଚାହୁଁଥିଲେ | ସେଥିପାଇଁ ସେ ପଢା ପଢି ମଧ୍ୟ ଜାରିକରିଥିଲେ କିନ୍ତୁ ତାଙ୍କ ମା ଙ୍କ ପ୍ରେରଣା କ୍ରମେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ରେ ଏଣ୍ଟ୍ରି କରିଥିଲେ | ଲିପି ଙ୍କ ପ୍ରକୃତ ଘର ହେଉଛି ବ୍ରହ୍ମ ପୁର ଓ ତାଙ୍କ ବାପା ହେଉଛନ୍ତି ଜଣେ ଗମେଣ୍ଟ ଏମ୍ପ୍ଲୋୟୀ ଓ ତାଙ୍କ ମା ହେଉଛନ୍ତି ଜଣେ ଆକ୍ଟ୍ରେସ ଓ ଫ୍ରେଣ୍ଡ୍ସ ଆଗରୁ ତାଙ୍କ ମା ବହୁତ ସାରା ସିନେମା ଓ ସିରିଏଲ ରେ ଅଭିନୟ କରିଛନ୍ତି ଓ ଲିପି ଏକ ଇଣ୍ଟରଭ୍ୟୁ ରେ କହିଛନ୍ତି କି ସେ ଅଭିନୟ ପାଇଁ ତାଙ୍କ ମା ଙ୍କଠୁ ମାଡ ମଧ୍ୟ ଖାଇଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ଲିପି ଙ୍କ ଅଭିନୟ କେମିତିଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |