ସାଉଥ ଫିଲ୍ମ ଜଗତର ଏହି ଅଭିନେତ୍ରୀ ଏକ ବଡ଼ ଖୁଲାସା କରିଲେ, କହିଲେ ଡ଼ାଇରେକ୍ଟର ….

ବଲିଉଡ ଫିଲ୍ମ ଜଗତ ପରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଆଜିକା ସମୟ ରେ ବେଶ ଲୋକପ୍ରିୟତା ହାସିଲ କରିଛି I କିନ୍ତୁ ବଲିଉଡ ର ଅଭିନେତ୍ରୀ ଙ୍କ ପରି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ରେ ମଧ୍ୟ ଅଭିନେତ୍ରୀ ମାନେ କାଷ୍ଟିଙ୍ଗ କାଉଚ ର ଶିକାର ହେବା ପରି ଘଟଣା ଅନେକ ସମୟ ରେ ଘଟିଥାଏ I ସାଉଥ ଫିଲ୍ମ ର ଲୋକପ୍ରିୟ ଅଭିନେତ୍ରୀ ବରଲଲକ୍ଷ୍ମୀ ଙ୍କ ସହ ନିର୍ଦେଶକ ଶରତକୁମାର ଙ୍କୁ ନେଇ ଏପରି କିଛି ବୟାନ ଦେଇକି ବେଶ ଚର୍ଚା ରେ ରହିଛନ୍ତି I

ବରଲଲକ୍ଷ୍ମୀ ଏହା ସ୍ୱୀକାର କରିଛନ୍ତି କି ସେ କାଷ୍ଟିଙ୍ଗ କାଉଚ ର ଶିକାର ହେଇଛନ୍ତି I ସେ ଏହା କହିଛନ୍ତି ତାଙ୍କ ପାଖ ରେ ଫୋନ କଲ ରେକର୍ଡିଙ୍ଗ ମଧ୍ୟ ରହିଛି I ବରଲଲକ୍ଷ୍ମୀ ଟିଭି ରେ ଏକ ଇଣ୍ଟରଭିୟୁ ଦେବା ସମୟ ରେ ଏହା କହିଛନ୍ତି କି ତାଙ୍କ ପାଖ ରେ ଏହି କାଷ୍ଟିଙ୍ଗ କାଉଚ ସମ୍ବନ୍ଧିତ ଫୋନ କଲ ରେକର୍ଡିଙ୍ଗ ରହିଛି I କିନ୍ତୁ ସେ ନିଜ ର ଦକ୍ଷତା ଅନଶୁୟାରେ ନିଜ କ୍ୟାରିୟର ରେ ଆଗେଇଥିଲେ ଓ ଆଜି ସଫଳ ହେଇଯାଇଛନ୍ତି I ବରଲଲକ୍ଷ୍ମୀ ଏହି କାଷ୍ଟିଙ୍ଗକାଉଚ ମାମଲା ରୁ ଦୁରେଇ ରହିଥିଲେ I ଆଜି ପର୍ଯ୍ୟନ୍ତ ବରଲଲକ୍ଷ୍ମୀ ତାଙ୍କ କ୍ୟାରିୟର ରେ 25 ଗୋଟି ଫିଲ୍ମ ରେ କାମ କରିଛନ୍ତି I

କାଷ୍ଟିଙ୍ଗ କାଉଚ ର ବାସ୍ତବତା ଓ ତା ଠାରୁ ବର୍ତ୍ତିବା ପାଁଇ ବରଲଲକ୍ଷ୍ମୀ କହିଛନ୍ତି କି ଶରତକୁମାର ତାଙ୍କୁ କହିଥିଲେ – ମହିଳା ଙ୍କୁ ନିଜ କୁ ନିଷ୍ପତି କରିବା ଦରକାର କି କିଛି ମାମଲା ରେ ମହିଳା ଙ୍କୁ ସଫଳ ହେବାକୁ ହେଲେ କିଛି କଥା ରେ ମୁଣ୍ଡ ନୁଆଁଇବା କୁ ମଧ୍ୟ ହେଇଥାଏ I ଏବଂ କିଛି ଅନ୍ୟ ରାସ୍ତା ବିକଳ୍ପ ରୂପେ ଆପଣେଇବା କୁ ହେଇଥାଏ କିନ୍ତୁ ଏପରି କଥା ରେ ବରଲଲକ୍ଷ୍ମୀ ଏହି କାଷ୍ଟିଙ୍ଗ କାଉଚ ପରି ମାମଲା ରୁ ଦୁରେଇ ରହିଥିଲେ I

କାଷ୍ଟିଙ୍ଗ କାଉଚ ରୁ ଦୁରେଇ ରହିବା କୁ ବରଲଲକ୍ଷ୍ମୀ କହିଥିଲେ – ମହିଳା ଙ୍କୁ ଏପରି କାଷ୍ଟିଙ୍ଗ କାଉଚ ପରି ଘଟଣା ରୁ ନିଜ କୁ ସଚେତନ ହେଇ ରହିବା ଉଚିତ I ତାଙ୍କୁ ଏହା ମଧ୍ୟ ଧମକ ଦିଆ ଯାଇଥିଲା କି ସେ ଏହା କୁ ଯଦି ଅମାନ୍ୟ କରନ୍ତି ତେବେ ତାଙ୍କ କ୍ୟାରିୟର ପାଁଇ ଏହା ବିପଦ ହେଇପାରେ କିନ୍ତୁ ଏହା ସତ୍ୱେ ମଧ୍ୟ ବରଲଲକ୍ଷ୍ମୀ ଏହି କଥା କୁ ଅଣଦେଖା କରିଥିଲେ I