ଏହା ହେଉଛି ପ୍ରଧାନ ମନ୍ତ୍ରୀ ମୋଦି ଙ୍କର 6 ଗୋଟି ସବୁଠାରୁ ପସନ୍ଦିତା ଜିନିଷ, ଜାଣନ୍ତୁ କେଉଁ କମ୍ପାନୀର ସିମ ଵ୍ୟଵହାର କରନ୍ତି

ପ୍ରଧାନମନ୍ତ୍ରୀ ମୋଦି ଯାହା ମଧ୍ୟ ନିଜ ପାଁଇ କରିଥାନ୍ତି ତାହା ସାରା ଦେଶ ର ଲୋକେ ଜାଣିଥାନ୍ତି I ତେବେ ଆଜି ଆମେ ପ୍ରଧାନ ମନ୍ତ୍ରୀ ଙ୍କ ର କିଛି ବ୍ୟକ୍ତିଗତ ଜୀବନ ବିଷୟ ରେ କହିବାକୁ ଯାଉଛୁ I

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ର ଲୋକପ୍ରିୟତା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି I 2014 ପରେ ପ୍ରଧାନମନ୍ତ୍ରୀ ମୋଦି ଙ୍କ ଗଣତି ଦୁନିଆ ର ସବୁଠାରୁ ଶକ୍ତିଶାଳୀ ନେତା ରୂପେ ହେଇଚି I ଏବଂ ମୋଦି ଙ୍କ ର ରଣନୀତି କୁ ନେଇ ସେ ଆଜି ଅନ୍ୟ ଦେଶ ଙ୍କ ତୁଳନା ରେ ଶକ୍ତିଶାଳୀ ମଧ୍ୟ ହେଇଛନ୍ତି I

1.ବୁଲଗାରୀ ବ୍ରାଂଡ଼ ର ଚଶ୍ମା

ମିଡ଼ିଆ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଯେଉଁ ଚଶ୍ମା ପିନ୍ଧନ୍ତି ତାହା ହେଉଛି ବୁଲଗାରୀ ବ୍ରାଂଡ଼ ର ଚଶ୍ମା I ଏବଂ ତାଙ୍କୁ କେବଳ ଏହି ଗୋଟେ ବ୍ରାଂଡ଼ ହିଁ ପସନ୍ଦ ଅଟେ I ଏହି ଚଶ୍ମା ର ମୂଲ୍ୟ 30 ରୁ 40 ହଜାର ମଧ୍ୟ ରେ ଅଟେ I

2.ଅହମଦାବାଦ ରୁ ସିଲାଇ କରିଥାନ୍ତି କପଡା

ପ୍ରଧାନମନ୍ତ୍ରୀ ମୋଦି ବିଦେଶ ବୁଲିଥାନ୍ତି ସତ କିନ୍ତୁ ସେ ନିଜ କପଡା ଅହମଦାବାଦ ରୁ ହିଁ ସିଲାଇଥାନ୍ତି I ପ୍ରଧାନମନ୍ତ୍ରୀ ମୋଦି 1989 ବିପିନ ଓ ଜିତେନ୍ଦ୍ର ଚୌହାନ ଙ୍କ ଟ୍ରେଲର ଦୋକାନ ରେ ହିଁ କପଡା ସିଲାଇ କରିଥାନ୍ତି I ଯାହା କି ଆଜି ଏକ ବଡ଼ କମ୍ପାନୀ ହେଇଯାଇଛି I ଏହି କମ୍ପାନୀ ର ନାମ ଜେଡ ବ୍ଲୁ ଅଟେ I

3.ମୋ ବ୍ଲ ର କଲମ

ପ୍ରଧାନମନ୍ତ୍ରୀ ମୋଦି ଙ୍କୁ କଲମ ବହୁତ ପସନ୍ଦ ଅଟେ I ଏହି କଲମ ର ମୂଲ୍ୟ ପ୍ରାୟ 1 ଲକ୍ଷ୍ୟ 30 ହଜାର ଟଙ୍କା ଅଟେ I ଏହି କଲମ ସ୍ପେଶାଲ ମଗାଯାଇଥାଏ I କୌଣସି କାଗଜ ପତ୍ର ରେ ସାଇନ କରିବାକୁ ହେଲେ ମୋଦି ଏହି କଲମ ରେ ହିଁ ସାଇନ କରିଥାନ୍ତି I

4.ଏହି କମ୍ପାନୀ ର ସିମ ବ୍ୟବହାର କରିଥାନ୍ତି

ପ୍ରଧାନମନ୍ତ୍ରୀ ମୋଦି ଙ୍କ ପାଖ ରେ ଆପଲ ର ଫୋନ ରହିଛି I ସେ ଭୋଡାଫୋନ ସିଂ ବ୍ୟବହାର କରିଥାନ୍ତି I ପ୍ରଧାନମନ୍ତ୍ରୀ ମୋଦି ମୋବାଇଲ ର ଅଧିକ ସଉକିନ ନୁହନ୍ତି I ଏବଂ ତାଙ୍କ ର ଦୁଇଟି ସିଂ ଭୋଡାଫୋନ ର ହିଁ ଅଟେ I

5.ମୋବାଡୋ ବ୍ରାଣ୍ଡ ର ଘଣ୍ଟା

ପ୍ରଧାନମନ୍ତ୍ରୀ ମୋଦି ମୋବାଡୋ ବ୍ରାଣ୍ଡ ର ଘଣ୍ଟା ପିନ୍ଧିଥାନ୍ତି I ଏବଂ ଏହି ବ୍ରାଂଡ଼ ତାଙ୍କ ପାଁଇ ଲକି ଅଟେ I ସର୍ବଦା ପ୍ରଧାନମନ୍ତ୍ରୀ ଙ୍କ ହାତ ରେ ଏହି ଘଣ୍ଟା ଦେଖିବାକୁ ମିଳିଥାଏ ଯାହା ର ମୂଲ୍ୟ 39 ହଜାର ରୁ 2 ଲକ୍ଷ୍ୟ ମଧ୍ୟ ରେ ଅଟେ I

6. ସ୍ଵାସ୍ତ୍ୟ ର ଧ୍ୟାନ ଦେଇଥାନ୍ତି
ପ୍ରଧାନମନ୍ତ୍ରୀ ମୋଦି ନିଜ ସ୍ଵାସ୍ତ୍ୟ ର ବିଶେଷ ଧ୍ୟାନ ରଖିଥାନ୍ତି I ସେ ଥଣ୍ଡା ପାଣି ପିଅନ୍ତି ନାହିଁ I ପ୍ରଧାନମନ୍ତ୍ରୀ ମୋଦି ସର୍ବଦା ଟିକେ ଉଷୁମ ପାଣି ହିଁ ପିଇଥାନ୍ତି I ଏବଂ ନିଜ ଖାଦ୍ୟପେୟ ରେ ହେଲେ ସେ ବିଶେଷ ଧ୍ୟାନ ଦେଇଥାନ୍ତି I